Door43-Catalog_or_tn/MRK/04/30.md

686 B

ଯୀଶୁ ଆପଣା ଶିଷ୍ୟଙ୍କୁ ଆଉଏକ ଦୃଷ୍ଟାନ୍ତ ଦେବାରେ ଲାଗି ରହିଲେ.

“ଯୀଶୁ ପୁଣି, କହିଲେ, ଆମ୍ଭେମାନେ କାହା ସାଙ୍ଗରେ ଈଶ୍ୱରଙ୍କ ରାଜ୍ୟର ତୁଳନା କରିବା ? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା?

“ଏହି ଦୃଷ୍ଟାନ୍ତ ସହ ମୁ ବର୍ଣ୍ଣନା କରିପାରିବି ଈଶ୍ଵର ରାଜ୍ୟ କି ପ୍ରକାର .” (ଦେଖନ୍ତୁ: ପ୍ରଭାବଯୁକ୍ତ ପ୍ରଶ୍ନ)