Door43-Catalog_or_tn/MRK/04/26.md

535 B

ଯୀଶୁ ଆପଣା ଶିଷ୍ୟଙ୍କୁ ଆଉଏକ ଦୃଷ୍ଟାନ୍ତ ଦେବାରେ ଲାଗି ରହିଲେ.

ଜଣେ ଭୂମିରେ ବିହନ ବୁଣେ ସେ ଲୋକ ସଦୃଶ

“ଗୋଟିଏ କୃଷକ ସଦୃଶ ଯେ ବିହନ ବୁଣେ” (ଦେଖନ୍ତୁ: ଉପମା)

ଦାଆ

ଗୋଟିଏ ବଙ୍କା ଛୁରି କିମ୍ବା ଏକ ଅସ୍ତ୍ର ଗହମ କାଟିବାରେ ବ୍ୟବହାର କରାଯାଏ