Door43-Catalog_or_tn/MRK/04/21.md

727 B

ଯୀଶୁ ଦୃଷ୍ଟାନ୍ତ ଦେବା ସରାଇବା ପରେ| ସେ ଆଉ ଗୋଟେ ଦୃଷ୍ଟାନ୍ତ ମାଧ୍ୟମରେ ଶିଷ୍ୟଙ୍କୁ କହିଲେ .

“ଦୀପ କ'ଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ?”

“ତୁମେ ଦିପକୁ ମାଣ ତଳେ ବା ଖଟ ତଳେ ରଖୀ ନ ଥାଅ.” (ଦେଖନ୍ତୁ: ପ୍ରଭାବଯୁକ୍ତ ପ୍ରଶ୍ନ)

ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ |

ଏହାକୁ ଅନୁବାଦ କର ଯେପରି ୪:୯ ରେ କରିଥିଲେ .