Door43-Catalog_or_tn/MRK/04/13.md

748 B

ଯୀଶୁ ବର୍ଣ୍ଣନା କରୁଅଛନ୍ତି ଆପଣା ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତର ତାତ୍ପର୍ଯ୍ୟ.

ଯୀଶୁ ପୁଣି, ସେମାନଙ୍କୁ କହିଲେ, ତୁମ୍ଭେମାନେ କି ଏହି ଦୃଷ୍ଟାନ୍ତ ବୁଝୁ ନାହଁ ? ତେବେ କିପରି ସମସ୍ଥ ଦୃଷ୍ଟାନ୍ତ ବୁଝିବ ?

“ଯଦି ତୁମେ ଏହି ଛୋଟ ଦୃଷ୍ଟାନ୍ତ ବୁଝି ପାରୁନ,ତେବେ ତୁମେ ବଡ଼ ଦୃଷ୍ଟାନ୍ତ ମଧ୍ୟ ବୁଝି ପାରିବନି.” (ଦେଖନ୍ତୁ: ପ୍ରଭାବଯୁକ୍ତ ପ୍ରଶ୍ନ)