Door43-Catalog_or_tn/MRK/03/23.md

442 B

ଶୟତାନ କିପ୍ରକାରେ ଶୟତାନକୁ ଛଡ଼ାଇ ପାରେ?

“ଶୟତାନ କେବେହେଲେ ନିଜକୁ ବାହାର କରିବ ନାହିଁ” କିମ୍ବା “ଶୟତାନ କେବେହେଲେ ନିଜ ମନ୍ଦ ଆତ୍ମା ବିରୁଦ୍ଧରେ ଯିବ ନାହି” (ଦେଖନ୍ତୁ: ପ୍ରଭାବଯୁକ୍ତ ପ୍ରଶ୍ନ)