Door43-Catalog_or_tn/MRK/03/20.md

1.1 KiB

“ପୁନର୍ବାର ଲୋକସମୂହର ଏତେ ସମାଗମ ହେଲା ଯେ, ସେମାନେ ଭୋଜନ ସୁଦ୍ଧା କରି ପାରିଲେ ନାହିଁ”

“ପୁନର୍ବାର ଲୋକସମୂହ ଏତେ ସଂଖ୍ୟାରେ ଆସିଲେ ସେମାନେ ଭୋଜନ କରିବାକୁ ଦେଲେ ନାହିଁ” କିମ୍ବା “ପୁନର୍ବାର ଲୋକସମୂହ ସମାଗମ ହେଲା ଯେଉଁଠାରେ ସେ ରହିଥିଲେ . ଅନେକ ଲୋକ ତାଙ୍କ ଚତୁର୍ପାଶ୍ଵରେ ଘେରି ରହିଲେ | ସେ ଏବଂ ସେମାନଙ୍କ ଶିଷ୍ୟ ଭୋଜନ ସୁଦ୍ଧା କରି ପାରିଲେ ନାହିଁ.” (UDB)

“ସେମାନେ ବାହାରକୁ ଚାଲିଗଲେ ତାହାଙ୍କୁ ଧରିକୀ ରଖିବା ପାଇଁ”

ପରିବାରର ଲୋକ ଘରକୁ ଗଲେ ଯେପରି ସେମାନେ ସେମାନଙ୍କୁ ଧରି ରଖି ପାରିବେ ବଳପୁର୍ବକ ଘରକୁ ନେଇପାରିବେ .