Door43-Catalog_or_tn/MRK/03/09.md

903 B

ସେ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ଗୋଟିଏ ସାନ ଡଙ୍ଗା ନିକଟରେ ପ୍ରସ୍ତୁତ ରଖିବାକୁ କହିଲେ

“ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ : ମୋ ନିମନ୍ତେ ଗୋଟିଏ ସାନ ଡଙ୍ଗାପ୍ରସ୍ତୁତ ରଖ.”’

ବଡ଼ ଜନତାର ଚାପଅଧିକ ଥିଲା

“ଜନତା ଆଗକୁ ଆଗକୁ ମାଡିଆସୁଥିଲା ତାହାଙ୍କୁ ସ୍ପର୍ଶ କରିବା ପାଇଁ” (UDB)

ବେଦନାରେ ଥିବା ଲୋକ ସମୁହ ମାଡିପଡୁ ଥିଲେ

“ସମସ୍ଥ ରୋଗୀ ଆଗକୁ ଠେଲି ତାହାଙ୍କୁ ସ୍ପର୍ଶ କରିବା ପାଇଁ ଆଶୁଥିଲେ”