Door43-Catalog_or_tn/MRK/03/05.md

690 B

“ତୁମ୍ଭର ହାତ ବଢ଼ାଅ ”

“ନିଜର ହାଥକୁ ବାହାରକୁ ବଢାଅ”

ଯୀଶୁ ତାହାଙ୍କ ହାତକୁ ଭଲକଲେ

“ଯୀଶୁ ତାହାଙ୍କ ହାତକୁ ସୁସ୍ତ କଲେ” କିମ୍ବା “ଯୀଶୁ ତାହାଙ୍କ ହାତକୁ ପୁର୍ବ୍ ପରି କରି ଦେଲେ ”

ହେରଦଙ୍କ ଠାରେ ସଭାବସିଲା

ବିକଳ୍ପ ଅନୁବାଦ: “ହେରଦଙ୍କ ଠାରେ ମିଳିତ ହେଲେ” କିମ୍ବା “ହେରଦଙ୍କ ସାକ୍ଷାତ ଓ ଯୋଜନା କରାଗଲା”