Door43-Catalog_or_tn/MRK/03/01.md

722 B

ଯୀଶୁ ସମାଜ ଗୃହରେ ପ୍ରବେଶ କଲେ

“ଯୀଶୁ ପ୍ରବେଶ କଲେ ସମାଜ ଗୃହରେ”

ଜଣେ ଲୋକର ଗୋଟିଏ ହାତ ଶୁଖିଯାଇଥିଲା

“ପଙ୍ଗୁ ହାତ ହୋଇଥିବା ବ୍ୟକ୍ତି”

ସେ ତାହାକୁ ବିଶ୍ରାମବାରରେ ଜଗି ରହିଲେ କି ତାଙ୍କୁ ସୁସ୍ଥ କରିବେ କି ନାହି,

“ଫରୁଶୀ ମାନେ ଯୀଶୁଙ୍କୁ ଜଗି ରହିଲେ କି ସେ ହାତ ଶୁଖିଯାଇଥିବା ବ୍ୟକ୍ତିଙ୍କୁ ସୁସ୍ତ କରିବେ କି ନାହି”