Door43-Catalog_or_tn/MRK/01/40.md

1.2 KiB

ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ଆଣ୍ଠୁପାତି ତାହାଙ୍କୁ ବିନତି କରି କହିଲା

“ ଜଣେ କୁଷ୍ଠୀ ଯୀଶୁଙ୍କ ପାଖକୁଆସିଲେ; କୁଷ୍ଠୀ ଗୋଡ ନତ୍ତକରି ଯୀଶୁଙ୍କୁ ବିନତୀ କରିଲେ. କୁଷ୍ଠୀ ଯୀଶୁଙ୍କୁ ବିନତି କରି କହିଲା”

ଯଦି ତୁମ୍ଭେ ଇଛା କର

“ଯଦି ତୁମ୍ଭେ ସୁଚ୍ଚୀ ହେବାକୁ ଇଛା କର”

ତୁମେ ମୋତେ ସୁଚ୍ଚୀ କରିପାର

“ତୁମେ ମୋତେ ସୁସ୍ତ କରିପାର”କୁଷ୍ଠୀ ଲୋକମାନେ ଅସୁଚ୍ଚୀ ଗଣା ଯାଉଥିଲେ ଓ
ସମାଜରୁ ତାହାକୁ ବାହର କରୁଥିଲେ, କିନ୍ତୁ ଯଦି କୁଷ୍ଠ ଚାଲି ଯାଇଛିତେବେ ସେ ସମାଯକୁ ଫେରି ପାରିବ. (ଦେଖନ୍ତୁ: ଲକ୍ଷଣାଳଙ୍କାର)

ମୁଁ ଇଚ୍ଛା କରୁଅଛି

“ମୁଁ ତୁମକୁ ଇଚ୍ଛା କରୁଅଛି ସୁଚୀ ହେବାକୁ”