Door43-Catalog_or_tn/MRK/01/12.md

542 B

ବାହାରକୁ ଯିବାପାଇଁ ବାଧ୍ୟ କଲେ

ଜବରଜସ୍ତି ସେଠାରୁ ଯୀଶୁଙ୍କୁ ବାହାରି କଲେ.

ସେ ପ୍ରନ୍ତରରେ ଥିଲେ

“ସେ ପ୍ରାନ୍ତରରେ ରହିଲେ”

ଚାଲିଶୀ ଦିନ

“୪୦ ଦିନ” (ଦେଖନ୍ତୁ: ସଂଖ୍ୟା ଗୁଡିକ ଅଜଣା ଅନୁବାଦ କର)

ସହିତ ସେ ଥିଲେ

“ତାହାଙ୍କ ସହିତ ଥିଲେ”