Door43-Catalog_or_tn/MRK/01/07.md

1.0 KiB
Raw Permalink Blame History

ସେ ପ୍ରଚାର କଲେ

ଯୋହନ (୧: ୩) ପ୍ରଚାର କଲେ

ମୁଁ ତଳେ ପଡ଼ି ତାହାଙ୍କ ପାଦୁକାର ବନ୍ଧନ ଖୋଲିବାପାଇଁ ମଧ୍ୟ ଯୋଗ୍ୟ ନୁହେଁଁ

ଯୋହନ କହୁଛନ୍ତି ଯେ ସେ ଏକ ଚାକରର ସବୁଠାରୁ ଅପ୍ରୀତିକର କାର୍ଯ୍ୟ କରିବାକୁ ମଧ୍ୟ ଯୋଗ୍ୟ ନୁହେଁଁ. (ଦେଖନ୍ତୁ: ରୁପକ)

ତଳେ ପଡ଼ିବା

“ତଳକୁ ଝୁକିବା”

ପବିତ୍ରଆତ୍ମା ରେ ତୁମକୁ ବାପ୍ତିସ୍ମ ଦେବେ

ଯେପରି ଆତ୍ମିକ ବାପ୍ତିସ୍ମ ଲୋକମାନଙ୍କୁ ପବିତ୍ରଆତ୍ମାଙ୍କ ନିକଟବର୍ତୀ କରିଥାଏ, ଜଳର ବାପ୍ତିସ୍ମ ଲୋକମାନଙ୍କୁ ଜଳ ସମ୍ପର୍କ କରିଥାଏ. (ଦେଖନ୍ତୁ: ରୁପକ)