Door43-Catalog_or_tn/MAT/28/11.md

1.5 KiB

ପୁନରୁତ୍ଥାନ ପ୍ରତି ଅଧିକାରୀଗଣର ପ୍ରତିକ୍ରିୟାର ବିବରଣୀକୁ ଏହା ଆରମ୍ବ କରେ ।

ସ୍ତ୍ରୀଲୋକ

ମଗଦଲିନୀ ମରିୟମ ଏବଂ ଅନ୍ୟ ମରିୟମ

ଦେଖ

ବୃହତ କାହାଣୀର ଅନ୍ୟ ଘଟଣାର ଆରମ୍ବକୁ ଏହା ଚିହ୍ନଟ କରେ ଯାହା ଯାହା ଘଟଣା ବର୍ଣ୍ତିତ ହେବା ଅପେକ୍ଷା ବିଭିନ୍ନ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରେ । ଏହିପରି କରିବାକୁ ତୁମ ଭାଷାରେ ଥାଇପାରେ ।

ସେମାନଙ୍କ ସହ ଆଲୋଚନା କଲେ

"ସେମାନଙ୍କ ମଧ୍ୟରେ ଏକ ଯୋଜନା ସ୍ଥିର କଲେ ।" ଯାଜକ ଏବଂ ପ୍ରାଚୀନବର୍ଗ ସୈନିକମାନଙ୍କୁ ଟଙ୍କା ଦେବାକୁ ସ୍ଥିର କଲେ ।

ଅନ୍ୟମାନଙ୍କୁ କୁହ, 'ଯୀଶୁଙ୍କ ଶିଷ୍ୟମାନେ ଆସିଲେ ... ଯେତେବେଳେ ଆମ୍ବେମାନେ ଶୋଇଥିଲୁ ।'

ଯେକୌଣସି ଲୋକଙ୍କୁ ଯେ ତୁମ୍ବମାନଙ୍କୁ ପଚାରନ୍ତି କୁହ ଯେ ଯୀଶୁଙ୍କ ଶିଷ୍ୟମାନେ ଆସିଲେ ... ଯେତେବେଳେ ଆମ୍ବେମାନେ ଶୋଇପଡିଥିଲୁ ।"