Door43-Catalog_or_tn/MAT/28/01.md

1.6 KiB
Raw Permalink Blame History

ଯୀଶୁଙ୍କ ମୃତ୍ୟରୁ ପୁନରୁତ୍ଥାନର ବିବରଣୀକୁ ଏହା ଜାରିରଖେ ।

ବର୍ତ୍ତମାନ ବିଶ୍ରାମଦିନର ଶେଷପରେ, ଯେପରି ଏହା ସପ୍ତାହର ପ୍ରଥମ ଦିନର ପ୍ରତ୍ୟୁଷରେ

"ବିଶ୍ରାମଦିନ ସମାପ୍ତ ହେଲାପରେ, ଯେପରି ସୁର୍ଯ୍ୟ ରବିବାର ପ୍ରଭାତରେ ପ୍ରକାଶିତ ହେଲା"

ଅନ୍ୟ ମରିୟମ

"ଅନ୍ୟ ମରିୟମ ନାମକ ସ୍ତ୍ରୀଲୋକ," ଯାକୁବ ଏବଂ ଯୋଷେଫଙ୍କ ମାତା ମରିୟମ (୨୭:୫୬)

ଦେଖ

କିଛି ଆଚମ୍ବିତ ବିଷୟ ଘଟିବାକୁ ଯାଉଅଛି ବୋଲି ଲେଖକ ପାଠକଙ୍କୁ କହୁଅଛନ୍ତି । ଏହା କରିବାର ମାଧ୍ୟମ ତୁମ ଭାଷାରେ ଥାଇପାରେ ।

ସେଠାରେ ଏକ ମହା ଭୁମିକମ୍ପ ହୋଇଥିଲା, ଯେହେତୁ ପ୍ରଭୁଙ୍କ ଜଣେ ଦୂତ ଓହ୍ଲାଇ ଆସିଲା ... ଏବଂ ପଥରକୁ ଗଡାଇ ଦେଲା

ସମ୍ବାବନା ଅର୍ଥଗୁଡିକ: ୧) ଭୁମିକମ୍ପ ହେଲା ଯେହେତୁ ଦୂତ ଓହ୍ଲାଇ ଆସିଲେ ଏବଂ ପଥରକୁ ଗଡାଇ ଦେଲେ (ULB) କିମ୍ବା ) ସେହି ସମୟରେ ସମସ୍ତ ବିଷୟ ଘଟିଲା (UDB) ।

ଭୁମିକମ୍ପ

ହଠାତ ଏବଂ ତୀବ୍ର ଭୁକମ୍ପ