Door43-Catalog_or_tn/MAT/27/65.md

1.1 KiB
Raw Permalink Blame History

ଯୀଶୁଙ୍କ ସମାଧି ପରେ ଘଟିଥିବା ଘଟଣାର ବିବରଣୀକୁ ଏହା ଜାରିରଖେ ।

ଜଣେ ପ୍ରହରୀ

୪ ରୁ ୧୬ ରୋମୀୟ ସୈନିକମାନେ

ପ୍ରସ୍ତରକୁ ମୁଦ୍ରାଙ୍କିତ କରିବା

ସମ୍ବାବନ ଅର୍ଥଗୁଡିକ: ୧) ସେମାନେ ପ୍ରସ୍ତର ଚାରିପଟେ ଏକ ରଜ୍ଜୁ ବାନ୍ଧିଲେ ଏବଂ ସମାଧିର ପ୍ରବେଶ ଦ୍ଵାରର ଦୁଇ ପାର୍ଶ୍ଵରେ ସେହି ପ୍ରସ୍ତର କାନ୍ଥରେ ସଂଲଗ୍ନ କଲେ (ଦେଖନ୍ତୁ UDB) କିମ୍ବା ) ସେମାନେ ପ୍ରସ୍ତର ଏବଂ କାନ୍ଥ ମଧ୍ୟରେ ମୁଦ୍ରାଙ୍କିତ କଲେ ।

ପ୍ରହରୀଙ୍କୁ ରଖିଲେ

"ସୈନିକମାନଙ୍କୁ ଠିଆ ହେବାକୁ କହିଲେ ଯେଉଁଠାରେ କି ସେମାନେ ଲୋକମାନଙ୍କୁ ତାହା ଛୁଇଁବାରୁ ରଖିପାରିବେ"