Door43-Catalog_or_tn/MAT/27/41.md

1.5 KiB
Raw Permalink Blame History

ଯୀଶୁଙ୍କ କ୍ରୁଶାର୍ପିତ ଏବଂ ମୃତ୍ୟର ବିବରଣୀକୁ ଏହା ଜାରିରଖେ ।

ସେ ଅନ୍ୟମାନଙ୍କୁ ଉଦ୍ଧାର କଲେ, କିନ୍ତୁ ସେ ଆପଣାକୁ ଉଦ୍ଧାର କରିପାରନ୍ତି ନାହିଁ

ସମ୍ବାବନା ଅର୍ଥଗୁଡିକ: ୧) ଯୀଶୁ ଯେ ଅନ୍ୟମାନଙ୍କୁ ଉଦ୍ଧାର କଲେ ତାହା ଯିହୂହୀୟ ନେତାମାନେ ବିଶ୍ଵାସ କରନ୍ତି ନାହିଁ (ଦେଖନ୍ତୁ: ବକ୍ରୋକ୍ତି/ବ୍ୟଙ୍ଗୋକ୍ତି ଏବଂ UDB) କିମ୍ବା ତାହା ଯେ ସେ ନିଜକୁ ଉଦ୍ଧାର କରିପାରିବ, କିମ୍ବା ) ସେ ଯେ ଅନ୍ୟମାନଙ୍କୁ ଉଦ୍ଧାର କଲେ ସେମାନେ ବିଶ୍ଵାସ କରନ୍ତି କିନ୍ତୁ ତାହାଙ୍କ ପ୍ରତି ପରିହାସ କରୁଅଛନ୍ତି ଯେହେତୁ ବର୍ତ୍ତମାନ ସେ ନିଜକୁ ରକ୍ଷା କରିପାରୁନାହାନ୍ତି ।

ସେ ଇସ୍ରାଏଲର ରାଜା ଅଟନ୍ତି

ଯୀଶୁ ଯେ ଇସ୍ରାଏଲର ରାଜା ନେତାମାନେ ବିଶ୍ଵାସ କରନ୍ତି ନାହିଁ । (ଦେଖନ୍ତୁ: ବକ୍ରୋକ୍ତି/ବ୍ୟଙ୍ଗୋକ୍ତି)