Door43-Catalog_or_tn/MAT/27/32.md

1.2 KiB

ଯୀଶୁ ଯେତେବେଳେ କ୍ରୁଶାର୍ପିତ ହୋଇଥିଲେ ତହିଁର ବିବରଣୀକୁ ଏହା ଆରମ୍ବ କରେ ।

ଯେପରି ସେମାନେ ବାହାରକୁ ଆସିଲେ

"ଯେପରି ସେମାନେ ଯିରୂଶାଲମେର ବାହରକୁ ଆସିଲେ" (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ)

ଯାହାକୁ ସେମାନେ ସେମାନଙ୍କ ସହିତ ଯିବାକୁ ବାଧ୍ୟ କଲେ ଯଦ୍ଵାରା ସେ ତାହାଙ୍କ କ୍ରୁଶ ବହିନେବେ

"ଯାହାକୁ ସୈନିକମାନେ ସେମାନଙ୍କ ସହିତ ଯିବାକୁ ବାଧ୍ୟ କଲେ ଯଦ୍ଵାରା ସେ ଯୀଶୁଙ୍କ କ୍ରୁଶ ବହି ନେଇପାରିବେ"

ଗଲ୍ଗଥା ନାମକ ସ୍ଥାନ

"ଯେଉଁ ସ୍ଥାନକୁ ଲୋକମାନେ ଗଲ୍ଗଥା କହନ୍ତି"

ପିତ୍ତ

ତିକ୍ତ ହଳଦିଆ ରଙ୍ଗର ତରଳ ବସ୍ତୁ ଯାହା ପରିପାକରେ ବ୍ୟବହାର କରାଯାଏ