Door43-Catalog_or_tn/MAT/27/27.md

901 B
Raw Permalink Blame History

ରୋମୀୟ ସୈନିକମାନେ ଯୀଶୁଙ୍କୁ ପରିହାସ କରିବାର ବିବରଣ ଏହା ଆରମ୍ବ କରେ ।

ପ୍ରାସାଦ

ସମ୍ବାବନା ଅର୍ଥଗୁଡିକ: ୧) ଯେଉଁଠାରେ ସୈନିକମାନେ ବାସ କରନ୍ତି (ଦେଖନ୍ତୁ UDB) କିମ୍ବା ) ଯେଉଁଠାରେ ଶାସନକର୍ତ୍ତା ବାସ କରନ୍ତି

ତାହାଙ୍କୁ ବିବସ୍ତ୍ର କଲେ

"ତାହାଙ୍କ ବସ୍ତ୍ର ବାହାର କଲେ"

ଲାଲ୍ ରଙ୍ଗ

ଗାଢ ଲାଲ୍ ରଙ୍ଗ

ଅଭିବାଦନ କରିବା

"ଆମ୍ବେମାନେ ତୁମ୍ବମାନଙ୍କୁ ସମ୍ମାନ କରୁ" କିମ୍ବା "ତୁମେ ଅଧିକ ସମୟ ଜୀବିତ ରୁହ"