Door43-Catalog_or_tn/MAT/27/11.md

2.0 KiB
Raw Permalink Blame History

୨୭: ଠାରୁ ଆରମ୍ବ ହୋଇଥିବା ରୋମୀୟ ସରକାର ନିକଟରେ ଯୀଶୁଙ୍କ ବିଚାରର କାହାଣୀକୁ ଏହା ଜାରିରଖେ ।

ବର୍ତମାନ

ବିରତି ପରେ ଏକ କାହାଣୀକୁ ଜାରିରଖିବାକୁ ଯଦି ତୁମ ଭାଷାରେ କୌଣସି ମାଧ୍ୟମ ଅଛି, ତେବେ ଏଠାରେ ଏହାକୁ ବ୍ୟବହାର କରିପାର ।

ସରକାର

ପୀଲାତ (୨୭:୧)

ତୁମେ କୁହ ସେହିପରି

"ତୁମେ ଏହା ସ୍ଵୀକାର କରୁଅଛ" (ଦେଖନ୍ତୁ: ରୂଢି/ବାକ୍ୟାଂଶ)

କିନ୍ତୁ ଯେତେବେଳେ ସେ ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ଦ୍ଵାରା ନିନ୍ଦିତ ହୋଇଥିଲେ

ଏକାନ୍ତରୀକ ଅନୁବାଦ: "କିନ୍ତୁ ଯେତେବେଳେ ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କୁ ନିନ୍ଦିତ କଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ତୁମ ବିରୁଦ୍ଧରେ କରାଯାଇଥିବା ଅଭିଯୋଗ କି ତୁମେ ଶୁଣୁ ନାହିଁ ?

"ମୁଁ ଆଚମ୍ବିତ ଅଟେ ଯେ ତୁମେ ଏହି ଲୋକମାନଙ୍କୁ ଯେଉଁମାନେ ତୁମ ବିରୁଦ୍ଧରେ ମନ୍ଦ ବିଷୟସବୁ କହନ୍ତି ସେମାନଙ୍କୁ ଉତ୍ତର ଦେଉ ନାହିଁ !" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଏକ ଶବ୍ଦ, ଯାହା ଶାସନକର୍ତ୍ତାଙ୍କୁ ଆଚମ୍ବିତ କରିଥିଲା

ଏକାନ୍ତରୀକ ଅନୁବାଦ: "ଏକ ଶବ୍ଦ; ଏହା ଶାସନକର୍ତ୍ତା ଅତ୍ଯନ୍ତ ଆଚମ୍ବିତ ହେଲେ ।"