Door43-Catalog_or_tn/MAT/26/51.md

1.6 KiB

ଗେଥଶିମାନୀ ବଗିଚାରେ ଯୀଶୁଙ୍କୁ ବନ୍ଧୀ କରିବାର ବିବରଣକୁ ଏହା ଆରମ୍ବ କରେ ।

ଦେଖ

ଲେଖକ କାହାଣୀରେ ଏକ ନୂତନ ବ୍ୟକ୍ତିଙ୍କୁ ଆଣୁଅଛନ୍ତି । ଏହା କରିବାକୁ ତୁମର ଭାଷାରେ କୌଣସି ମାଧ୍ୟମ ହୋଇପାରେ ।

ତୁମ୍ବେମାନେ ମନେ କର କି ଯେ ମୁଁ ମୋହର ପିତାଙ୍କୁ ବିନତି କରି ପାରିବି ନାହିଁ, ଏବଂ ସେ ଦ୍ଵାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ମୋ ନିମନ୍ତେ ପଠାଇଦେବେ ?

ଏକାନ୍ତରୀକ ଅନୁବାଦ: "ତୁମ୍ବେମାନେ ଜାଣିବା ଉଚିତ୍ ଯେ ମୁଁ ମୋହର ପିତାଙ୍କୁ ବିନତି କରିପାରେ, ଏବଂ ସେ ମୋ ନିମନ୍ତେ ଦ୍ଵାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ।" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଦ୍ଵାଦଶ ବାହିନୀ ଅପେକ୍ଷା ଅଧିକ

ଦୂତଙ୍କ ସଠିକ୍ ସଂଖ୍ୟା ଗୁରୁତ୍ଵ ନୁହେଁ । (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)

ବାହିନୀ

ପ୍ରାୟ ଛଅ ହଜାର ରୋମୀୟ ସୈନିକର ବିଭାଜନ (ଦେଖନ୍ତୁ: ଅଜଣା ଅନୁବାଦ)