Door43-Catalog_or_tn/MAT/26/06.md

1.3 KiB

ଜଣେ ସ୍ତ୍ରୀଲୋକ ଯୀଶୁଙ୍କ ମୃତ୍ୟ ପୁର୍ବରୁ ତାହାଙ୍କ ଉପରେ ତୈଳ ଢାଳିଲେ ।

ଆଉଜିବା

ତାହାଙ୍କ ପାର୍ଶ୍ଵ ଉପରେ ଢଳିବା । ଯେତେବେଳେ ଲୋକମାନେ ସାଧାରଣତଃ ଭାବରେ ଖାଆନ୍ତି ସେତେବେଳେ ଲୋକମାନେ କେଉଁ ଅବସ୍ଥାରେ ଥାଆନ୍ତି ସେଥିନିମନ୍ତେ ତୁମ୍ବର ଭାଷାର ଏକ ଶବ୍ଦ ବ୍ୟବହାର କରିପାରନ୍ତି ।

ଜଣେ ସ୍ତ୍ରୀ ତାହାଙ୍କ ନିକଟକୁ ଆସିଲେ

ଜଣେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ

ଧଳା ପାତ୍ର

ଏହା ଏକ ପାତ୍ର ଯାହା ନରମ ପ୍ରସ୍ତରରେ ତିଆରି ଏବଂ ଯାହାର ମୁଲ୍ୟ ଅଧିକ

ପ୍ରଲେପ

ତୈଳ ଯାହା ସୁଗନ୍ଧି ଅଟେ

ଏହି ନଷ୍ଟର କାରଣ କ'ଣ ଅଟେ ?

"ଏହି ପ୍ରଲେପ ନଷ୍ଟ କରିବା ଦ୍ଵାରା ଏହି ସ୍ତ୍ରୀ ଖରାପ କାମ କରିଅଛି !" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)