Door43-Catalog_or_tn/MAT/25/34.md

1.2 KiB

ଯୀଶୁ କିପରି ଲୋକମାନଙ୍କୁ ଯୁଗାନ୍ତ ସମୟରେ ବିଚାର କରିବେ ସେ ତାହାଙ୍କ ଶିଷ୍ୟମାନଙ୍କୁ ତାହା କହିବା ଜାରିରଖନ୍ତି ।

ରାଜା

"ମନୁଷ୍ୟ ପୁତ୍ର" (୨୫:୩୧)

ଯେଉଁମାନେ ତାହାଙ୍କ ଦକ୍ଷିଣ ପାର୍ଶ୍ଵରେ ଅଛନ୍ତି

"ମେଷ" (୨୫:୩୩)

ଯେଉଁମାନେ ମୋହର ପିତାଙ୍କ ଦ୍ଵାରା ଆଶୀର୍ବାଦ ହୋଇଅଛ, ଆସ

ଏକାନ୍ତରୀକ ଅନୁବାଦ: "ଆସ, ତୁମ ଯେଉଁମାନଙ୍କୁ ମୋହର ପିତା ଆଶୀର୍ବାଦ କରିଅଛନ୍ତି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ତୁମ୍ବମାନଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ରାଜ୍ୟ ଅଧିକାର କର

ଏକାନ୍ତରୀକ ଅନୁବାଦ: ଈଶ୍ଵର ତୁମ୍ବମାନଙ୍କ ନିମନ୍ତେ ପ୍ରସ୍ତୁତ କରିଥବା ରାଜ୍ୟ ଅଧିକାର କର"