Door43-Catalog_or_tn/MAT/25/26.md

1.2 KiB

ବିଶ୍ଵସ୍ତ ଏବଂ ଅବିଶ୍ଵସ୍ତ ଦାସମାନଙ୍କ ବିଷୟର ଦୃଷ୍ଟାନ୍ତ ଯୀଶୁ କହିବା ଜାରିରଖନ୍ତି ।

ତୁମେ ଦୁଷ୍ଟ ଏବଂ ଅଳସୁଆ ଦାସ

"ତୁମେ ଜଣେ ଅଳସୁଆ ଦାସ ଯେ କାମ କରିବାକୁ ଇଚ୍ଛା କରେ ନାହିଁ"

ତୁମେ ଯେଉଁଠାରେ ବୁଣିଲ ନାହିଁ ସେଠାରେ ତୁମେ କାଟିଲ, ପୁଣି ଯେଉଁଠାରେ ତୁମେ ଶସ୍ୟ ଉଡାଇଲ ନାହିଁ ସେଠାରେ ସଂଗ୍ରହ କଲ

୨୫:୨୪ ରେ ଏହି ବିଚାର ତୁମେ କିପରି ଅନୁବାଦ କରିଅଛ ଦେଖ

ମୋହର ନିଜର ପାଇଲି

"ମୋହର ନିଜ ସ୍ଵର୍ଣ୍ଣ ପୁନର୍ବାର ପାଇଲି" (ଦେଖନ୍ତୁ: ଶବ୍ଦର ବିଲୋପ)

ଲାଭ

କର୍ତ୍ତାର ଟଙ୍କା ସାମୟିକ ଭାବେ ବ୍ୟବହାର କରିଥିବା ନିମନ୍ତେ ବ୍ୟାଙ୍କ୍ ବ୍ୟବସାୟୀଙ୍କଠାରୁ ଅର୍ଥ ଅର୍ଥ ପାଇବା