Door43-Catalog_or_tn/MAT/25/01.md

1.0 KiB
Raw Permalink Blame History

ଯୀଶୁ ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କ ବିଷୟରେ ଏକ ଦୃଷ୍ଟାନ୍ତ କହିବାକୁ ଆରମ୍ବ କରନ୍ତି । (ଦେଖନ୍ତୁ: ଦୃଷ୍ଟାନ୍ତଗୁଡିକ)

ଦୀପଗୁଡିକ

ଏଗୁଡିକ ହୋଇପାରେ ୧) ଦୀପଗୁଡିକ (ଦେଖନ୍ତୁ UDB) କିମ୍ବା ) ଗୋଟିଏ ବାଡିର ଶେଷ ସୀମାରେ ଛୋଟ ଲୁଗା ଏବଂ ତୈଳ ସହ ଲୁଗାକୁ ରଖିବା ଦ୍ଵାରା ତିଆରି ହୋଇଥିବା ଏକ ଟର୍ଚ ।

ସେମାନଙ୍କ ମଧ୍ୟରୁ ପାଂଚ ଜଣ

"କନ୍ୟାମାନଙ୍କ ମଧ୍ୟରୁ ପାଂଚ ଜଣ"

ସେମାନଙ୍କ ସହ କୌଣସି ତେଳ ନେଲେ ନାହିଁ

"ସେମାନଙ୍କର ଦୀପରେ ଥିବା ତୈଳ ସେମାନଙ୍କ ସହିତ ଥିଲା"