Door43-Catalog_or_tn/MAT/24/26.md

1.2 KiB
Raw Permalink Blame History

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।

ଯେପରି ବିଜୁଳି ଚମକେ ... ସେହିପରି ଆଗମନ ହେବ ...

ସେ ଦ୍ରୁତ ଗତିରେ ଆସିବେ ପୁଣି ସେ ଦେଖାଯିବେ । (ଦେଖନ୍ତୁ: ତୁଳନା/ଉପମା)

ଯେଉଁଠାରେ ମୃତ ପଶୁ ଅଛି, ସେଠାରେ ସାଗୁଣାଗୁଡାକ ଏକାଠି ହେବେ

ସମ୍ବାବନା ଅର୍ଥଗୁଡିକ: ୧) ଯେତେବେଳେ ମନୁଷ୍ୟ ପୁତ୍ର ଆସିବେ, ପ୍ରତ୍ୟେକ ଜଣ ତାହାଙ୍କୁ ଦେଖିବେ ଏବଂ ସେ ଯେ ଆସିଅଛନ୍ତି ବୋଲି ଜାଣିବେ (ଦେଖନ୍ତୁ: UDB) କିମ୍ବା ) ଯେଉଁଠାରେ ଆତ୍ମାରେ ମୃତ ଲୋକମାନେ ଅଛନ୍ତି, ସେଠାରେ ଭଣ୍ଡ ଭାବବାଦୀମାନେ (ତୁଳନା/ଉପମା/ରୁପକ)