Door43-Catalog_or_tn/MAT/24/12.md

875 B
Raw Permalink Blame History

ଯୀଶୁ ଯୁଗାନ୍ତ ବିଷୟରେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରିରଖନ୍ତି ।

ଅନେକଙ୍କ ପ୍ରେମ ଶୀତଲ ହେବ

ସମ୍ବାବନା ଅର୍ଥଗୁଡିକ: ୧) "ଅନେକ ଲୋକମାନେ ଅନ୍ୟଲୋକମାନଙ୍କୁ ପ୍ରେମ କରିବେ ନାହିଁ" (ଦେଖନ୍ତୁ: UDB) କିମ୍ବା ) ଅନେକ ଲୋକମାନେ ଈଶ୍ଵରଙ୍କୁ କେବେ ପ୍ରେମ କରିବେ ନାହିଁ" (ଦେଖନ୍ତୁ: ରୂଢି/ବାକ୍ୟାଂଶ)

ସମସ୍ତ ଜାତିସମୁହ

ଏକାନ୍ତରୀକ ଅନୁବାଦ: "ସମସ୍ତ ସ୍ଥାନର ଲୋକମାନେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)