Door43-Catalog_or_tn/MAT/23/37.md

1.4 KiB
Raw Permalink Blame History

କାରଣ ଯିରୂଶାଲେମର ଲୋକମାନେ ଈଶ୍ଵରଙ୍କୁ ଅଗ୍ରାହ୍ୟ କରିଅଛନ୍ତି ସେଥିପାଇ ସେ ଯେ ଦୁଖିତ ତାହା ଯୀଶୁ କହନ୍ତି ।

ଯିରୂଶାଲେମ, ଯିରୂଶାଲମେ

ଯୀଶୁ ଯିରୂଶାଲେମର ଲୋକମାନଙ୍କୁ କହନ୍ତି ଯେପରି ସେମାନେ ହିଁ ନିଜେ ନଗର ଥିଲେ । (ଦେଖନ୍ତୁ: ବର୍ଣ୍ଣଲୋପର ଚିହ୍ନ ଏବଂ ଲାକ୍ଷଣିକ ଶବ୍ଦ)

ତୁମ୍ବମାନଙ୍କର ସନ୍ତାନ

ଇସ୍ରାଏଲର ସମସ୍ତ (ଦେଖନ୍ତୁ: ଅଳଙ୍କାର 'ସିନୋକଡୋଖେ')

ତୁମ୍ବର ଗୃହ ତୁମ୍ବମାନଙ୍କ ପ୍ରତି ପରିତ୍ୟାଗ ହୋଇଅଛି

ଏକାନ୍ତରୀକ ଅନୁବାଦ: "ଈଶ୍ଵର ତୁମ୍ବମାନଙ୍କର ଗୃହକୁ ପରିତ୍ୟାଗ କରିବେ, ଏବଂ ଏହା ଶୁନ୍ୟ ହେବ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ତୁମ୍ବମାନଙ୍କର ଗୃହ

ସମ୍ବାବନ ଅର୍ଥଗୁଡିକ: ୧) ଯିରୂଶାଲେମ ନଗର (ଦେଖନ୍ତୁ: UDB) କିମ୍ବା ) ମନ୍ଦିର । (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)