Door43-Catalog_or_tn/MAT/23/25.md

1.9 KiB

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

ହାୟ ତୁମ୍ବମାନଙ୍କୁ

୨୩:୧୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

କାରଣ ତୁମ୍ବେମାନେ ପାତ୍ରର ଏବଂ ଥାଳିର ବାହାର ପାର୍ଶ୍ଵକୁ ସଫା କର

"ଶାସ୍ତ୍ରୀ" ଏବଂ "ଫାରୁଶୀ" ଅନ୍ୟମାନଙ୍କ ନିକଟରେ "ବାହାରେ ଶୁଚି" ଦେଖାଯାଆନ୍ତି । (ଦେଖନ୍ତୁ: ଉପମା/ତୁଳନା/ରୁପକ)

ଭିତରେ ସେମାନେ ସମ୍ପୁର୍ଣ୍ଣ ଭାବରେ ଅନ୍ୟାୟ ଏବଂ ଅଶିଷ୍ଟ

"ବଲାତ୍କାର ଦ୍ଵାରା ସେମାନେ ଅନ୍ୟମାନଙ୍କର ନିଅନ୍ତି ଯଦ୍ଵାରା ସେମାନଙ୍କ ପାଖରେ ସେମାନଙ୍କ ଆବଶ୍ୟକତା ଅପେକ୍ଷା ଅଧିକ ହେବ"

ଅନ୍ଧ ଫାରୁଶୀ ତୁମ୍ବେମାନେ

ଫାରୁଶୀ ସତ୍ୟକୁ ବୁଝିପାରନ୍ତି ନାହିଁ । ସେମାନେ ଶାରୀରିକ ଭାବରେ ଅନ୍ଧ ନୁହନ୍ତି । (ଦେଖନ୍ତୁ: ତୁଳନା/ରୁପକ/ଉପମା)

ପ୍ରଥମେ ପାତ୍ର ଏବଂ ଥାଳିର ଭିତରେ ପରିଷ୍କାର କର, ଯଦ୍ଵାରା ବାହରେ ମଧ୍ୟ ପରିଷ୍କୃତ ହେବ

ଯଦି ସେମାନଙ୍କର ହୃଦୟ ଈଶ୍ଵରଙ୍କ ସହିତ ଯଥାର୍ଥ, ତେବେ ସେମାନଙ୍କର ଜୀବନ ମଧ୍ୟ ତାହା ଦେଖାଇବ । (ଦେଖନ୍ତୁ: ତୁଳନା/ଉପମା/ରୁପକ)