Door43-Catalog_or_tn/MAT/23/23.md

2.5 KiB

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

ହାୟ ତୁମ୍ବମାନଙ୍କୁ

୨୩:୧୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ପୋଦନା, ସୁବାସିତ ପତ୍ର, ଏବଂ ଜୀରା

ପତ୍ର ଏବଂ ବୀଜଗୁଡିକ ଯାହା ଖାଦ୍ୟକୁ ସ୍ଵାଦ କରିବାରେ ବ୍ୟବହାର କରାଯାଏ (ଦେଖନ୍ତୁ: ଅଜଣା ଅନୁବାଦ)

ତୁମ୍ବେମାନେ ଅନ୍ଧ ଉପଦେଷ୍ଟା

ଏହି ଲୋକମାନେ ଶାରୀରିକ ଭାବରେ ଅନ୍ଧ ନୁହନ୍ତି । ଯୀଶୁ ଆତ୍ମିକ ଅନ୍ଧକୁ ଶାରୀରିକ ଅନ୍ଧ ସହିତ ତୁଳନା କରୁଅଛନ୍ତି । (ଦେଖନ୍ତୁ: ତୁଳନା/ରୁପକ/ଉପମା)

ତୁମ୍ବେମାନେ ଯେ ମଶାକୁ ଛାଣ କିନ୍ତୁ ଓଟକୁ ଗିଳ

କମ୍ ଗୁରୁତ୍ଵପୁର୍ଣ୍ଣର ବ୍ୟବସ୍ଥାକୁ ପାଳନ କରିବାକୁ ଯତ୍ନବାନ ହୁଅ ଏବଂ ଅଧିକ ଗୁରୁତ୍ଵପୁର୍ଣ୍ଣ ବ୍ୟବସ୍ଥାକୁ ଅଜ୍ଞତ କର ଯେପରି ଏହା ନିର୍ବୋଧ ସଦୃଶ୍ୟ ଯେ କ୍ଷୁଦ୍ର ଅଶୁଚି ପଶୁକୁ ନ ଗିଳିବାକୁ ଯତ୍ନବାନ କିନ୍ତୁ ଉଦ୍ଦେଶ୍ୟହୀନ କିମ୍ବା ଅଜଣାତା ଭାବରେ ବୃହତ ଅଶୁଚି ପଶୁର ମାଂସ ଖାଇଥାଅ । ଏକାନ୍ତରୀକ ଅନୁବାଦ: "ତୁମ୍ବେମାନେ ଏହିପରି ନିର୍ବୋଧ ବ୍ୟକ୍ତି ସଦୃଶ୍ୟ ଯେ ତାହାଙ୍କ ପାତ୍ରରେ ମଶା ପଡିଯାଏ ତାହା ଝାଣେ କିନ୍ତୁ ଓଟକୁ ଗିଳିଦିଏ ।" (ଦେଖନ୍ତୁ: ତୁଳନା/ରୁପକ/ଉପମା/ କିମ୍ବା ଅତ୍ୟୁକ୍ତି)

ମୋଶାକୁ ଝାଣ

ଏକ ଲୁଗା ଦ୍ଵାରା ପିଅ ଯାହା ତାହାଙ୍କ ମୁଖକୁ ପ୍ରବେଶ କରିବାଠାରୁ ରଖେ

ମୋଶା

ଏକ କ୍ଷୁଦ୍ର ଉଡନ୍ତା କୀଟ