Door43-Catalog_or_tn/MAT/23/18.md

1.1 KiB

ସେମାନଙ୍କର କପଟୀ ହେତୁ ଯୀଶୁ ଧାର୍ମିକ ନେତାମାନଙ୍କ ବିପକ୍ଷରେ କହିବାକୁ ଆରମ୍ବ କରନ୍ତି ।

ଅନ୍ଧ ଲୋକମାନେ

ଆତ୍ମିକତାରେ ଅନ୍ଧ ଥିବା ଲୋକମାନେ (ଦେଖନ୍ତୁ: ତୁଳନା/ରୁପକ/ଉପମା)

କ'ନ ଶ୍ରେଷ୍ଠ ଅଟେ, ନୌବେଦ୍ୟ, କିମ୍ବା ଯଜ୍ଞବେଦୀ ଯାହା ନୌବେଦ୍ୟକୁ ପବିତ୍ର କରିଅଛି ?

ସେମାନେ ଯାହା ପୁର୍ବରୁ ଜାଣନ୍ତି ତାହାକୁ ସୂଚିତ କରିବାକୁ ଯୀଶୁ ଏହି ପ୍ରଶ୍ନ ବ୍ୟବହାର କରନ୍ତି । (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ନୌବେଦ୍ୟ

ପଶୁର ଏକ ବଳିଦାନ କିମ୍ବା ଭୁମିର ଗହମ ରଖାଯିବା ପୁର୍ବରୁ ଈଶ୍ଵରଙ୍କ ନିକଟକୁ ଅଣାଯିବା