Door43-Catalog_or_tn/MAT/23/04.md

1.1 KiB

ଯୀଶୁ ତାହାଙ୍କ ଅନୁଗାମୀକାରୀମାନଙ୍କୁ ଧାର୍ମିକ ନେତାମାନଙ୍କ ପରି ନ ହେବାକୁ ସଚେତନ କରନ୍ତି ।

ସେମାନେ ଓଜନ ବୋଝ ବାନ୍ଧନ୍ତି ଯାହା ବହିନେବା ନିମନ୍ତେ କଷ୍ଟକର

"ସେମାନେ ତୁମ୍ବମାନଙ୍କ ଉପରେ ଅନେକ ନିୟମ ରଖନ୍ତି ଯାହା ପାଳନ କରିବା କଷ୍ଟକର ।" (ଦେଖନ୍ତୁ: ତୁଳନା/ଉପମା/ରୁପକ)

ସେମାନେ ଆପଣା ଆପଣା ଅଙ୍ଗୁଳି ହଲାନ୍ତି ନାହିଁ

"ସେମାନେ ସାହାର୍ଯ୍ୟର କ୍ଷୁଦ୍ର ପରିମାଣ ଦେବେ ନାହିଁ" (ଦେଖନ୍ତୁ: ଉପମା/ତୁଳନା/ରୁପକ)

ପବିତ୍ର ବସ୍ତୁ

ଛୋଟ ଚମଡା ବାକ୍ସ ଯାହା କାଗଜ ସହ ଥାଏ ପୁଣି ତାହା ଉପରେ ଶାସ୍ତ୍ର ଲିଖିତ ଥାଏ