Door43-Catalog_or_tn/MAT/22/15.md

1.5 KiB

ଧାର୍ମିକ ନେତାମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଥିବା ବିବରଣ ଏହା ଆରମ୍ବ କରେ ।

ସେମାନେ କିପରି ଯୀଶୁଙ୍କୁ ତାହାଙ୍କ ନିଜର କଥାରେ ଫାନ୍ଦରେ ପକାଇ ପାରନ୍ତି

"ସେମାନେ କିପରି ତାହାଙ୍କୁ କିଛି କହିବାକୁ ଘଟାଇ ପାରିବେ ଯେ ସେମାନେ ତାହା ତାହାଙ୍କ ବିରୁଦ୍ଧରେ ବ୍ୟବହାର କରିପାରିବେ"

ହେରୋଦୀୟମାନେ

ଯିହୁଦୀୟ ରାଜା ହେରୋଦଙ୍କ ଅନୁଗମନକାରୀମାନେ ପୁଣି କର୍ମଚାରୀମାନେ, ଯେ ରୋମ ସାମ୍ରାଜ୍ୟ ପ୍ରତି ବନ୍ଧୁତ୍ଵ ଥିଲେ (ଦେଖନ୍ତୁ: ଅନୁବାଦ ନାମଗୁଡିକ)

ତୁମ୍ବେମାନେ ଲୋକମାନଙ୍କ ମଧ୍ୟରେ ପକ୍ଷପାତ ଦେଖାଉ ନାହିଁ

"ତୁମ୍ବେମାନେ କେତେକ ଲୋକମାନଙ୍କୁ ସ୍ଵତନ୍ତ୍ର ସମ୍ମାନ ଦେଖାଉ ନାହିଁ" କିମ୍ବା "ତୁମ୍ବେମାନେ ଅଧିକ ମହତ୍ଵପୁର୍ଣ୍ଣ ଲୋକମାନଙ୍କ ପ୍ରତି ମନୋଯୋଗୀ ହେଉ ନାହିଁ"