Door43-Catalog_or_tn/MAT/21/31.md

1.1 KiB

ଯୀଶୁ ଧାର୍ମିକ ନେତାମାନଙ୍କୁ ଏକ ଦୃଷ୍ଟାନ୍ତ ସହ ଉତ୍ତର ଦେବା ଜାରିରଖିନ୍ତି ।

ସେମାନେ କହିଲେ

"ପ୍ରଧାନ ଯାଜକ ଏବନ ପ୍ରାଚୀନବର୍ଗ କହିଲେ"

ଯୀଶୁ ସେମାନଙ୍କୁ କହିଲେ

"ଯୀଶୁ ପ୍ରଧାନ ଯାଜକ ଏବଂ ପ୍ରାଚୀନବର୍ଗଙ୍କୁ କହିଲେ"

ଯୋହନ ତୁମ୍ବମାନଙ୍କ ନିକଟକୁ ଆସିଲେ

ଯୋହନ ଆସିଲେ ଏବଂ ଧାର୍ମିକ ନେତାମାନଙ୍କୁ ପୁଣି ସାଧାରଣ ଲୋକମାନଙ୍କୁ ପ୍ରଚାର କଲେ ।

ଧାର୍ମିକତାର ପଥରେ

କିପରି ଲୋକମାନେ ଈଶ୍ଵରଙ୍କ ପ୍ରତି ବ୍ୟବହାର କରିବେ ପୁଣି ଜୀବନଯାପନ କରିବେ ତାହା ଯୋହନ ଦେଖାଇଲେ । (ଦେଖନ୍ତୁ: ତୁଳନା/ଉପମା/ରୁପକ)