Door43-Catalog_or_tn/MAT/21/25.md

1009 B

ଧାର୍ମିକ ନେତାମାନେ ଯୀଶୁଙ୍କୁ ପ୍ରଶ୍ନ କରିଥିବା ବିବରଣକୁ ଏହା ଆରମ୍ବ କରେ ।

ସ୍ଵର୍ଗରୁ

"ସ୍ଵର୍ଗସ୍ଥ ଈଶ୍ଵରଙ୍କଠାରୁ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ସେ ଆମ୍ବମାନଙ୍କୁ କହିବେ

"ଯୀଶୁ ଆମ୍ବମାନଙ୍କୁ କହିବେ"

ଆମ୍ବେମାନେ ଲୋକସମୂହକୁ ଭୟ କରୁ

"ଲୋକସମୂହ କ'ଣ ଭାବିବେ କିମ୍ବା ସୁଦ୍ଧା ଆମ୍ବମାନଙ୍କୁ କରିବେ ସେଥିନିମନ୍ତେ ଆମ୍ବେମାନେ ଭୟ କରୁ"

ସେମାନେ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନନ୍ତି

"ଯୋହନ ଭାବବାଦୀ ଥିଲେ ବୋଲି ସେମାନେ ବିଶ୍ଵାସ କରନ୍ତି"