Door43-Catalog_or_tn/MAT/21/15.md

1.5 KiB

ଯୀଶୁ ମନ୍ଦିରରେ ଥିବା ବିବରଣକୁ ଏହା ଜାରିରଖେ ।

ହୋଶାନ୍ନା

୨୧:୦୯ ରେ କିପରି ତୁମେ ଅନୁବାଦ କରିଅଛ ଦେଖ

ଦାଉଦଙ୍କ ସନ୍ତାନ

୨୧:୦୯ ରେ କିପରି ତୁମେ ଅନୁବାଦ କରିଅଛ ଦେଖ

ସେମାନେ କ୍ରୋଧ ଓ ଅସନ୍ତୋଷ ହୋଇଥିଲେ

"ସେମାନେ ଯୀଶୁଙ୍କୁ ପସନ୍ଦ କଲେ ନାହିଁ ଏବଂ କ୍ରୋଧିତ ହେଲେ"

ଏହି ଲୋକମାନେ କ'ଣ କହୁଅଛନ୍ତି ତୁମେ ଶୁଣ କି ?

"ତୁମ ବିଷୟରେ ଏହି ସବୁ କଥା ଲୋକମାନଙ୍କୁ କହିବାକୁ ତୁମେ ଅନୁମତି ଦେବ ଉଚିତ୍ ନୁହଁ !" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ତୁମ୍ବେମାନେ କେବେ ପଢି ନାହଁ କି

"ହଁ, ମୁଁ ସେମାନଙ୍କୁ ଶୁଣେ, କିନ୍ତୁ ତୁମ୍ବେମାନେ ଯାହା ଶାସ୍ତ୍ରରେ ପଢ ତୁମ୍ବେମାନେ ସ୍ମରଣ କରିବା ଉଚିତ୍" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଯୀଶୁ ସେମାନଙ୍କୁ ଛାଡି ଚାଲିଗଲେ

"ଯୀଶୁ ପ୍ରଧାନ ଯାଜକ ଏବଂ ଶାସ୍ତ୍ରୀମାନଙ୍କୁ ପରିତ୍ୟାଗ କଲେ"