Door43-Catalog_or_tn/MAT/21/09.md

871 B

ଯୀଶୁ ଏକ ଗଧ ଉପରେ ବସି ଯିରୂଶାଲେମକୁ ଆଡକୁ ଯାତ୍ରା କରିବାର ବିବରଣକୁ ଏହା ଜାରିରଖେ ।

ହୋଶାନ୍ନା

ଏହା ଏକ ଏବ୍ରିୟ ଶବ୍ଦ ଯାହାର ଅର୍ଥ "ଆମ୍ବମାନଙ୍କୁ ଉଦ୍ଧାର କର" କିନ୍ତୁ ଏହାର ଅର୍ଥ ଆସେ "ଈଶ୍ଵରଙ୍କ ପ୍ରଶଂସା କର !"

ସମସ୍ତ ନଗର ଉତ୍ତେଜିତ ଥିଲା

"ନଗରର ପ୍ରତ୍ୟେକ ଜଣ ତାହାଙ୍କୁ ଦେଖିବାକୁ ଆଗ୍ରହ ଥିଲେ"

ସମସ୍ତ ନଗର

"ନଗରରେ ଥିବା ଅନେକ ଲୋକମାନେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ ଏବଂ ଅତ୍ୟୁକ୍ତି)