Door43-Catalog_or_tn/MAT/20/29.md

1.1 KiB

ଏହା ଯୀଶୁ ସୁସ୍ଥ କରିଥିବା ଦୁଇ ଅନ୍ଧ ଲୋକର ବିବରଣକୁ ଆରମ୍ବ କରେ ।

ଯେମିତି ସେମାନେ ଗଲେ

ଏହି ଶିଷ୍ୟମାନଙ୍କ ଏବଂ ଯୀଶୁଙ୍କ ବିଷୟରେ କୁହାଯାଉଅଛି ।

ତାହାଙ୍କୁ ଅନୁକରଣ କଲେ

"ଯୀଶୁଙ୍କ ଅନୁକରଣ କଲେ"

ଦେଖ

ନିମ୍ନଲିଖିତ ଆଚମ୍ବିତ ସୂଚନା ପ୍ରତି ପାଠକଙ୍କୁ ମନୋଯୋଗୀ ହେବାକୁ ଲେଖକ କହୁଅଛନ୍ତି । ଏହା କରିବାରେ ତୁମ୍ବର ଭାଷାରେ କିଛି ଥାଇପାରେ ।

ଯାଉଥିଲେ

"ସେମାନଙ୍କ ନିକଟ ଦେଇ ଗମନ କରୁଥିଲେ"

ସେମାନେ ଉଚ୍ଚ ସ୍ଵରରେ କହିଲେ

"ଅନ୍ଧ ଲୋକମାନେ ପୁର୍ବ ଅପେକ୍ଷା ଅଧିକ ଚିତ୍କାର କଲେ" କିମ୍ବା "ସେମାନେ ଉଚ୍ଚ ସ୍ଵରରେ ଚିତ୍କାର କଲେ"