Door43-Catalog_or_tn/MAT/20/17.md

1.6 KiB

ଯେପରି ସେମାନେ ଯିରୂଶାଲେମକୁ ଯାତ୍ରା କଲେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରିରଖିଲେ ।

ଆମ୍ବେମାନେ ଯାଉଅଛୁ

ଶିଷ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରି ଯୀଶୁ ମଧ୍ୟ ଥିଲେ । (ଦେଖନ୍ତୁ: ସମିଷ୍ଟ/ ସମୁହତା)

ମନୁଷ୍ୟ ପୁତ୍ର ସମର୍ପିତ ହେବେ

ଏକାନ୍ତରୀକ ଅନୁବାଦ: "କେହିଜଣେ ମନୁଷ୍ୟ ପୁତ୍ରକୁ ସମର୍ପଣ କରିବ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ସେମାନେ ବିଚାର କରିବେ...ଏବଂ ବିଜାତିମାନେ ତାହାଙ୍କୁ ପରିହାସ କରିବାକୁ ସେମାନଙ୍କୁ ସମର୍ପଣ କରିବେ

ପ୍ରଧାନ ଯାଜକ ଏବଂ ଶାସ୍ତ୍ରୀମାନେ ତାହାଙ୍କୁ ବିଚାର କରିବେ ଏବଂ ତାହାଙ୍କୁ ବିଜାତିମାନଙ୍କ ନିକଟରେ ସମର୍ପଣ କରିବେ, ପୁଣି ବିଜାତିମାନେ ପରିହାସ କରିବେ

ସେ ଉତ୍ଥିତ ହେବେ

ଏକାନ୍ତରୀକ ଅନୁବାଦ: "ଈଶ୍ଵର ତାହାଙ୍କୁ ଉତ୍ଥିତ କରିବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)