Door43-Catalog_or_tn/MAT/20/15.md

1.3 KiB

ମାଲିକ ତାହାଙ୍କ କର୍ମଚାରୀ (ଶ୍ରମିକମାନଙ୍କୁ) ଅର୍ଥ ଦେବା ବିଷୟରେ ତାହାଙ୍କ ଦୃଷ୍ଟାନ୍ତକୁ ଯୀଶୁ ଜାରି ରଖିଲେ ।

ମୁଁ ମୋହର ସମ୍ପତ୍ତି ସହ ଯାହା କରିବାକୁ ଇଚ୍ଛା କରେ ତାହା କି ମୋ ନିମନ୍ତେ ଯୁକ୍ତିଯୁକ୍ତ ନୁହେଁ ?

ଏକାନ୍ତରୀକ ଅନୁବାଦ: "ଯାହା ମୁଁ ମୋହର ସମ୍ପତ୍ତି ସହ କରିବାକୁ ଚାହେଁ ମୁଁ କରିପାରେ ।" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଯୁକ୍ତିଯୁକ୍ତ

"ନ୍ୟାୟସଙ୍ଗତ" କିମ୍ବା "ନିରପେକ୍ଷ" କିମ୍ବା "ଯଥାର୍ଥ"

କିମ୍ବା ମୁଁ ଉତ୍ତମ ଥିବା କାରଣ ଯୋଗୁ କି ତୁମ୍ବମାନଙ୍କର ଚକ୍ଷୁ ମନ୍ଦ ଅଟେ ?

"ତୁମ୍ବେମାନେ ଦୁଖ୍ଃ ହେବା ଉଚିତ୍ ନୁହେଁ ଯେହେତୁ ମୁଁ ଲୋକମାନଙ୍କ ନିମନ୍ତେ ଉତ୍ତମ କାର୍ଯ୍ୟ କରୁଅଛି ଯେଉଁମାନେ ଏହା ପାଇଁନାହାନ୍ତି ।"