Door43-Catalog_or_tn/MAT/20/13.md

1.6 KiB

ମାଲିକ ତାହାଙ୍କ କର୍ମଚାରୀ (ଶ୍ରମିକମାନଙ୍କୁ) ଅର୍ଥ ଦେବା ବିଷୟରେ ତାହାଙ୍କ ଦୃଷ୍ଟାନ୍ତକୁ ଯୀଶୁ ଜାରିରଖିଲେ ।

ସେମାନଙ୍କ ମଧ୍ୟରୁ ଜଣେ

"ଯେଉଁ ଶ୍ରମିକମାନେ ଅଧିକ ସମୟ କାମ କରିଥଲେ ସେହି ଶ୍ରମିକମାନଙ୍କ ମଧ୍ୟରୁ ଜଣେ"

ବନ୍ଧୁ

ଜଣେ ଲୋକ ଯାହାକୁ ସେ ଶିଷ୍ଟଭାବରେ ଗାଳି କରୁଅଛି ସେତେବେଳେ ସେ ଯେଉଁ ଶବ୍ଦ ବ୍ୟବହାର କରେ ସେହି ଶବ୍ଦ ବ୍ୟବହାର କର ।

ଏକ ରୌପ୍ୟ ମୁଦ୍ରା ନିମନ୍ତେ କି ତୁମ୍ବେମାନେ ମୋ ସହିତ ସହମତ ହେଲ ନାହିଁ ?

ଏକାନ୍ତରୀକ ଅନୁବାଦ: "ଆମ୍ବେମାନେ ସହମତି ହୋଇଥିଲେ ଯେ ମୁଁ ତୁମ୍ବମାନଙ୍କୁ ଏକ ରୌପ୍ୟ ମୁଦ୍ରା ଦେଇଥାନ୍ତି ବୋଲି ।" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଏକ ରୌପ୍ୟ ମୁଦ୍ରା

"ଏକ ଦିନର ବେତନ" (ଦେଖନ୍ତୁ: ବାଇବଲ ସମ୍ବନ୍ଧୀୟ ଟଙ୍କା)

ମୁଁ ଦେବାକୁ ଆନନ୍ଦ କରେ

"ଏହା ଦେବାକୁ ମୋତେ ଆନନ୍ଦ ଲାଗେ" କିମ୍ବା "ମୁଁ ଦେବାକୁ ସନ୍ତୁଷ୍ଟ ଅଟେ"