Door43-Catalog_or_tn/MAT/20/11.md

919 B

ମାଲିକ ତାହାଙ୍କ କର୍ମଚାରୀ (ଶ୍ରମିକମାନଙ୍କୁ) ଅର୍ଥ ଦେବା ବିଷୟରେ ଯୀଶୁ ତାହାଙ୍କ ଦୃଷ୍ଟାନ୍ତକୁ ଜାରିରଖିଲେ ।

ଯେତେବେଳେ ସେମାନେ ଗ୍ରହଣ କଲେ

"ଅଧିକ ସମୟ କାମ କରିଥିବା ଶ୍ରମିକମାନେ ଯେତେବେଳେ ଗ୍ରହଣ କଲେ"

ସମ୍ପତ୍ତିର ମାଲିକ

"ଭୁମିର ମାଲିକ" କିମ୍ବା "ଦ୍ରାକ୍ଷାକ୍ଷେତ୍ରର ମାଲିକ"

ଆମ୍ବେ ଯେଉଁମାନେ ଦିନର ବୋଝ ଏବଂ ଅତି ଗରମ ସହ୍ୟ କଲୁ

"ଆମ୍ବେ ଯେଉଁମାନେ ସାରା ଦିନ ଅତି ଉତ୍ତପ୍ତ ସୁର୍ଯ୍ୟ କିରଣରେ କାମ କଲୁ"