Door43-Catalog_or_tn/MAT/20/01.md

1.2 KiB

ଜଣେ ଲୋକ ତାହାଙ୍କ କର୍ମକାରୀ (ଶ୍ରମିକମାନଙ୍କୁ) ଅର୍ଥ ଦେବା ବିଷୟରେ ଏକ ଦୃଷ୍ଟାନ୍ତ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଆରମ୍ବ କରନ୍ତି ।

କାରଣ ସ୍ଵର୍ଗରାଜ୍ୟ ଜଣେ ଭୂସମ୍ପତ୍ତି ଥିବା ମାଲିକ ସଦୃଶ୍ୟ

ଜଣେ ଭୂସମ୍ପତ୍ତି ଥିବା ମାଲିକ ତାହାଙ୍କ ଭୁମିରେ ଶାସନ କରିବା ସଦୃଶ୍ୟ ଈଶ୍ଵର ସମସ୍ତ ବିଷୟ ଉପରେ ଶାସନ କରନ୍ତି । (ଦେଖନ୍ତୁ: ଉପମା/ତୁଳନା)

ସ୍ଵର୍ଗରାଜ୍ୟ ସଦୃଶ୍ୟ

୧୩:୨୪ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

ସେ ସହମତି ହେଲା ପରେ

"ମାଲିକ ସହମତି ହେଲା ପରେ"

ପୁର୍ବ ରୋମର ଏକ ରୌପ ମୁଦ୍ରା

"ଏକ ଦିନର ବେତନ" (ଦେଖନ୍ତୁ: ବାଇବଲ ସମ୍ବନ୍ଧୀୟ ଟଙ୍କା)