Door43-Catalog_or_tn/MAT/19/25.md

1.3 KiB
Raw Permalink Blame History

ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଜାରିରଖନ୍ତୁ ।

ସେମାନେ ଅତିଶୟ ଆଚମ୍ବିତ ହେଲେ

"ଶିଷ୍ୟମାନେ ଆଶ୍ଚର୍ଯ୍ୟନ୍ଵୀତ ହେଲେ"

ତେବେ କିଏ ଉଦ୍ଧାର ପାଇ ପାରିବେ ? ସମ୍ଭାବନା ଅର୍ଥଗୁଡିକ: ୧) ସେମାନେ ଉତ୍ତରକୁ ଖୋଜୁଥିଲେ କିମ୍ଭା ) ଏକାନ୍ତରୀକ ଅନୁବାଦ: "ତେବେ କୌଣସି ଲୋକ ଉଦ୍ଧାର ପାଇପାରିବେ ନାହିଁ !" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

ଆମ୍ଭେମାନେ ସବୁକିଛି ପରିତ୍ୟାଗ କରିଅଛୁ

"ଆମ୍ଭେମାନେ ଆମ୍ଭମାନଙ୍କର ସମସ୍ତ ସମ୍ପତ୍ତି ପରିତ୍ୟାଗ କରିଅଛୁ" କିମ୍ଭା "ଆମ୍ଭେମାନେ ଆମ୍ଭର ସମସ୍ତ ଧନ ସମ୍ପତ୍ତି ପରିତ୍ୟାଗ କରିଅଛୁ"

ଆମ୍ଭେମାନେ କ'ଣ ପାଇବୁ

"ଆମ୍ଭମାନଙ୍କୁ ଈଶ୍ଵର କେଉଁ ଉତ୍ତମ ବିଷୟ ଦେବେ"