Door43-Catalog_or_tn/MAT/19/13.md

1.2 KiB

ଯୀଶୁଙ୍କ ନିକଟକୁ ଲୋକମାନେ ପିଲାମାନଙ୍କୁ ଆଣନ୍ତି ।

ତାହାଙ୍କ ନିକଟକୁ କେତେକ ପିଲାମାନଙ୍କୁ ଅଣାଗଲା

ଏକାନ୍ତରୀକ ଅନୁବାଦ: "ଯୀଶୁଙ୍କ ନିକଟକୁ କେତେକ ପିଲାମାନଙ୍କୁ ଲୋକମାନେ ଆଣିଲେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)

ଅନୁମତି କରିବା

"ଅନୁମତି ଦେବା"

ସେମାନଙ୍କୁ ମୋ ନିକଟକୁ ଆସିବାକୁ ମନା କର ନାହିଁ

"ସେମାନଙ୍କୁ ମୋ ନିକଟକୁ ଆସିବାକୁ ବନ୍ଦ କର ନାହିଁ"

କାରଣ ସ୍ଵର୍ଗରାଜ୍ୟ ସେମାନଙ୍କ ପରି ଲୋକମାନଙ୍କର

"ସ୍ଵର୍ଗରାଜ୍ୟ ଏହିପରି ଲୋକମାନଙ୍କର" କିମ୍ଭା "ଏହି ପିଲାମାନଙ୍କ ପରି ଲୋକମାନେ ହିଁ ସ୍ଵର୍ଗରାଜ୍ୟରେ ପ୍ରବେଶ କରିପାରିବେ"