Door43-Catalog_or_tn/MAT/19/10.md

1.5 KiB
Raw Permalink Blame History

ଯୀଶୁ ବିବାହ ଓ ତ୍ୟାଗପତ୍ର ବିଷୟରେ ଶିକ୍ଷା ଦେବା ଜାରିରଖନ୍ତି ।

ନପୁଂସକ ଯେଉଁମାନେ ସେମାନଙ୍କର ମାତାର ଗର୍ଭରୁ ଜନ୍ମ ହୋଇଥିଲେ

"ସ୍ତ୍ରୀ ପୁରୁଷ ଭେଦ ବା ଲିଙ୍ଗ ଚିହ୍ନ ବିହୁନେ ଜନ୍ମ ହେବା ପୁରୁଷମାନେ"

ନପୁଂସକ ଯେଉଁମାନେ ଆପାଣା ଆପଣାକୁ ନପୁଂସକ କଲେ

ସମ୍ଭାବନା ଅର୍ଥଗୁଡିକ ହେଉଛି ୧) ନପୁଂସକ ଯେଉଁମାନେ ସେମାନଙ୍କର ଲିଙ୍ଗକୁ ଛିନ୍ନ କରନ୍ତି" କିମ୍ଭା ) ଯେଉଁ ଲୋକମାନେ ବିବାହ କରିବାକୁ ପସନ୍ଦ ନ କରି ଯୌନ ପ୍ରକ୍ରିୟାରେ ଶୁଚି ରହନ୍ତି" (ଦେଖନ୍ତୁ: ଉପମା/ରୁପକ/ତୁଳନା)

ସ୍ଵର୍ଗ ରାଜ୍ୟର ନାମ ନିମନ୍ତେ

"ଯାହା ଫଳରେ ସେମାନେ ଈଶ୍ଵରଙ୍କ ସେବା ଉତ୍ତମ ଭାବରେ କରି ପାରିବେ"

ଏହି ଶିକ୍ଷା ଗ୍ରହଣ କର...ଏହା ଗ୍ରହଣ କର

୧୯:୧୧ ରେ "ଏହି ଶିକ୍ଷା ଗ୍ରହଣ କର...ଏହା ଗ୍ରହଣ କର" ତୁମ୍ଭେ କିପରି ଅନୁବାଦ କରିଅଛ ଦେଖ ।