Door43-Catalog_or_tn/MAT/18/23.md

1.3 KiB
Raw Permalink Blame History

ଯୀଶୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟରେ ଶିକ୍ଷା ଦେବାକୁ ଗୋଟିଏ ଦୃଷ୍ଟାନ୍ତକୁ ବ୍ୟବହାର କରନ୍ତି ।

ଗୋଟିଏ ଦାସକୁ ଅଣାଗଲା

ଏକାନ୍ତରୀକ ଅନୁବାଦ: "କେହିଜଣେ ରାଜାଙ୍କ ଦାସମାନଙ୍କ ମଧ୍ୟରୁ ଜଣକୁ ଆଣିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)

ଦଶ ହଜାର ମୁଦ୍ରା

"୧୦, ମୁଦ୍ରା" କିମ୍ଭା "ଦାସ କେବେହେଁ ପରିଶୋଧ କରିବା ଅପେକ୍ଷା ଅଧିକ ଟଙ୍କା" (ଦେଖନ୍ତୁ: ବାଇବଲ ସମ୍ଭନ୍ଧୀୟ ମୁଦ୍ରା)

ତାହାଙ୍କ କର୍ତ୍ତା ତାହାକୁ ବିକ୍ରୀ ହେବାକୁ ଆଜ୍ଞା ଦେଲେ,...ଏବଂ ପରିଶୋଧ କରିବାକୁ

"ରାଜା ସେହି ଲୋକକୁ ବିକ୍ରୀ କରିବା ନିମନ୍ତେ ତାହାଙ୍କ ଦାସମାନଙ୍କୁ ଆଜ୍ଞା ଦେଲେ...ଏବଂ ବିକ୍ରୀ ହୋଇଥିବା ଟଙ୍କାରୁ ୠଣ ପରିଶୋଧ କରିବାକୁ କହିଲେ"