Door43-Catalog_or_tn/MAT/18/21.md

758 B
Raw Permalink Blame History

ଯୀଶୁ ମନଃପରିବର୍ତ୍ତନ ଓ କ୍ଷମା ବିଷୟର ଶିକ୍ଷାକୁ ଜାରିରଖନ୍ତି ।

ସାତ ଥର

"୭ ଥର" (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)

ସତୁରି ଗୁଣ ସାତ ଥର

ସମ୍ଭାବନା ଅର୍ଥଗୁଡିକ: ୧) "୭୦ ଥର ୭" (ULB) ) "୭୭ ଥର" (UDB) । ଯଦି ସଂଖ୍ୟାକୁ ବ୍ୟବହାର କରିବାରେ ସନ୍ଦେହ ହୋଇପାରେ, ତେବେ ତୁମ୍ଭେ କହି ପାର, "ତୁମ୍ଭମାନେ ଗଣନା କରିବା ଅପେକ୍ଷା ଅଧିକ" (ଦେଖନ୍ତୁ UDB ଓ ଅତ୍ୟୁକ୍ତି)।