Door43-Catalog_or_tn/MAT/18/04.md

1.5 KiB

ଯୀଶୁ ସାନ ପିଲାଙ୍କୁ ଶିଷ୍ୟମାନଙ୍କ ନିମନ୍ତେ ଉଦାହରଣ ସ୍ଵରୂପେ ବ୍ୟବହାର କରିବା ଜାରିରଖନ୍ତି ।

ଯେକେହି ନିଜକୁ ଏହି ସାନ ପିଲା ପରି ନମ୍ର କରେ

"ଯେପରି ଭାବରେ ଏହି ସାନ ପିଲା ନିଜକୁ ନମ୍ର କରେ ସେହିପରି ଭାବରେ ଯେକେହି ନିଜକୁ ନମ୍ର କରେ" (ଦେଖନ୍ତୁ: ତୁଳନା/ଉପମା/ରୁପକ)

ତାହାଙ୍କ ବେକରେ ଗୋଟିଏ ବଡ ଚକିପଥର ଟଙ୍ଗା ଯିବା ଉଚିତ୍, ଏବଂ ତାହାକୁ ମହା ସାଗରରେ ବୁଡାଇ ଦିଆଯିବା ଉଚିତ୍

"ସେମାନଙ୍କୁ ତାହାଙ୍କ ବେକରେ ଗୋଟିଏ ଚକିପଥର ରଖାଯାଇ ଏବଂ ତାହାକୁ ମହା ସାଗରରେ ବୁଡାଇଦିଆଯିବା ଉଚିତ୍" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)

ଚକିପଥର

ଗୋଟିଏ ବଡ, ଓଜନ ପଥର ଯାହା ଚାରିକୋଣର ଆକୃତି ଥାଏ ଏବଂ ଗହମକୁ ଚୁର୍ଣ୍ଣ କରିବାକୁ ବ୍ୟବହାର କରାଯାଏ । ଏକାନ୍ତରୀକ ଅନୁବାଦ: "ଗୋଟିଏ ଓଜନ ପଥର ।"