Door43-Catalog_or_tn/MAT/17/22.md

1.1 KiB

ଯୀଶୁ ଗାଲିଲୀରେ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷାଦେବା ଜାରିରଖନ୍ତି ।

ସେମାନେ ରହିଲେ

"ଶିଷ୍ୟମାନେ ଓ ଯୀଶୁ ରହୁଥିଲେ"

ମନୁଷ୍ୟ ପୁତ୍ର ସମର୍ପିତ ହେବେ

ଏକାନ୍ତରୀକ ଅନୁବାଦ: "କେହି ଜଣେ ମନୁଷ୍ୟ ପୁତ୍ରଙ୍କୁ ସମର୍ପଣ କରିବ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)

ସେମାନେ ତାହାଙ୍କୁ ବଧ କରିବେ

"ଅଧିକାରୀଗଣ ମନୁଷ୍ୟ ପୁତ୍ରଙ୍କୁ ବଧ କରିବେ"

ସେ ପୁନରୁତ୍ଥିତ ହେବେ

"ଈଶ୍ଵର ତାହାଙ୍କୁ ଉତ୍ଥିତ କରିବେ" କିମ୍ଭା "ସେ ପୁନର୍ବାର ସଜୀବ ହେବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)