Door43-Catalog_or_tn/MAT/17/11.md

776 B
Raw Permalink Blame History

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନିଜଣକୁ ତାହାଙ୍କ ମହିମା ଦେଖାଇବାର ବିବରଣକୁ ଏହା ଜାରି ରଖେ । ୧୭:୧୦ ର ପ୍ରଶ୍ନକୁ ଯୀଶୁ ଉତ୍ତର ଦେଉଅଛନ୍ତି ।

ସମସ୍ତ ବିଷୟ ପୁନଃସ୍ଥାପନ କର

"ବସ୍ତୁଗୁଡିକୁ କ୍ରମନୁସାରେ ରଖ"

ସେମାନେ ... ସେମାନେ ... ସେମାନେ

ସମ୍ଭାବନା ଅର୍ଥଗୁଡିକ: ୧) ଯିହୂଦୀ ନେତାମାନେ (ଦେଖନ୍ତୁ UDB) କିମ୍ଭା ) ସମସ୍ତ ଯିହୂଦୀ ଲୋକମାନେ ।